🔹🩸 Oriya Cultural & Welfare Association (OCWA) in association with the Indian Red Cross Society had organized a blood donation camp on 11.02.2024 at #Ranjeet Nagar Commercial Complex, #West Patel Nagar, #New Delhi.

ଦିଲ୍ଲୀର ପ୍ରମୁଖ ଓଡ଼ିଆ ସଂଗଠନ, ଓଡ଼ିଆ କଲଚୁରାଲ ଏବଂ ୱେଲଫେୟାର ଆସୋସିଏସନ୍,ଭାରତୀୟ ରେଡ଼କ୍ରସ ସୋସାଇଟି ଓ ଓଡ଼ିଶା- ମୋ ପରିବାର ମିଳିତ ଆନୁକୂଲ୍ୟରେ ଦିଲ୍ଲୀର ୱେଷ୍ଟପଟେଲ ନଗରସ୍ଥିତ ରଣଜିତ୍ ନଗରଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ।